ଆପଣ ମାନଂକୁ ସ୍ୱାଗତ ନୂଆ ଷ୍ଟୋରୀ ନୁ . ଆଜି ଫେର ଜିମା ପହେଲା କଥା କେ :-
ସେ ପିଲା ଏନ୍ତା ଲଭ କରି ଦେଲା ନା ଯେ ପାଗଳ ହାଇ ଗଲାନା
ସେ ସବୁ ବେଳେ ଟୁକେଲ ର ନା ଧରୁ ଛେ ଥରେ ସେ ପିଲା କେମିତି ତାର ସାଙ୍ଗ କହେଲା ଜାତି କଟା ଚାଲୁଚେ କେନ୍ତା କରି ବିହା ହେବୁ କହେଲା କାରଣ ପିଲା ବ୍ରହ୍ମନ ଥିଲା ଏଇ ଟୁକେଲ ଭୂଲିୟା ଥିଲା.
ସେ ପିଲା ତାର ସାଙ୍ଗ କେ କହେଲା କଅଣ ବୋ ଏନ୍ତା ହେବ ମୋର ମା ଲଭ ଭିହା ହେବାର ଲାଗି କହେସନ. ଯଦି ନି ହେଲେ ମୁଇ ଘର ଛାଡି କରି ପଳାମୀ କହେଲା ବେର ବାଟୁ 😁. ଇଧିଳିଆ
ସେ ପିଲା ଛୋଟ ବେଳେ ଏନ୍ତା ଚୀନ୍ତା କର୍ଷି ତ ବଡ଼ ହେଲେ ତାର ହାତେ ଅଛେ କା କରି ହେବଆଉ ସେ ପିଲା କେନ୍ତା ଲୋକ ଇଏ ତାର ଟୁକେଲ ସାଙ୍ଗ ଜାଣି ବାର କେ ସମୟ ଲଗସି. ଲେକିନ ଭଲ ସେ ଜାଣି ପକଷି.ସେ ପିଲା ଆଜି ତକ ମଜା ନା ଏଆଡୁ ସେଆଡୁ କହି ବାର ତ ନି ବନ୍ଦ ହେବାର ତେଲ. ସେ ସବୁ ଦିନ ତାର ଟୁକେଲ ସାଙ୍ଗ ସାଙ୍ଗେ ମଜା କରସି ଏଇ ପଡେ କଥା କହସି ସେ ତା ହେଲା -#ରୋଟୀ କି ବେଳଇ #roti_ki_belae
ଫେର ତାର ଟୁକେଲ ସାଙ୍ଗ ତାର ପ୍ରିୟ କଥା କହେସି ସେ ତ ହେଲା
#ତୋତେ ପୀଟମୀ #tote_pitmi
ଫିର ପିଲା କହସି ପିଟିବୁ ଆ ରେ
ଫେର ଅଲଗା କାହାଣୀ ଆରେ episodes ମାନଂକୁ ଦେଖମା. ଆଜ ହେତକୀ ନ ରହୁ.


1 Comments
wowwwww
ReplyDelete.......