ବିରାଟ ୱେଷ୍ଟଇଣ୍ଡଜ ସାଙ୍ଗେ ମ୍ୟାଚ ପୂର୍ବ ରୁ କଣ କହିଲେ ଦେଖନ୍ତୁ


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏ କ୍ୟାପ୍ଟିନ ବିରାଟ ୱେଷ୍ଟଇଣ୍ଡଜ ଗସ୍ତ ପୂର୍ବ ରୁ ପ୍ରିଏସ କନଫରେନ୍ସ ସମ୍ବୋଧିତ କରିଛନ୍ତି | ସେ ଚାହୁଁ ନଥିଲେ ସେ ମ୍ୟାଚ ପୂର୍ବ ରୁ ପ୍ରେସ୍ର କନଫରେନ୍ସ ପାଇଁ ଯିବେ କାରଣ ତାଙ୍କୁ ସାମ୍ବାଦିକ ମାନେ ରୋହିତ ଶର୍ମା ଙ୍କ ସହିତ ଚାଲୁ ଥିବା ବିବାଦ ବିଷୟ ରେ ପ୍ରଶ୍ନ କରିବେ | ପୂର୍ବ ରୁ  BCCI ବିରାଟ ଙ୍କୁ ପ୍ରେସ୍ର କନଫରେନ୍ସ ସାମିଲ  ପାଇଁ ପୁଷ୍ଟି କରି ଥିଲା. ବିରାଟ କହି ଛନ୍ତି ରୋହିତ ଓ ମୋ ଭିତରେ କୋଣସି ବି ବିବାଦ ନାହିଁ ବୋଲି ସଫା ସଫା କହିଲେ ଓ ମିଡ଼ିଆ ରେ ଚାଲୁ ଥିବା ଖବର କୁ ବକଵାଜ କହିଛନ୍ତି | 

Post a Comment

0 Comments