ବିରାଟ ଙ୍କ କବାଡି ଟିମ ରେ ଏ ସବୁ କ୍ରିକେଟର

ନୂଆଦିଲ୍ଲୀ :28/7/19 ଭାରତୀୟ କ୍ରିକେଟ ଟିମ ର କ୍ୟାପ୍ଟିନ  କୋହିଲି ବର୍ତମାନ କବାଡି ପାଇଁ ମନ କୁ ନେଇ ଛନ୍ତି | ଶନିବାର ଦିନ ପ୍ରୋ କବାଡି ଲିଗ ରେ ମୁମ୍ବାଇ ସମକ୍ଷ ରେ ଯୋଗ ଦେବ ଅବସର  ବିରାଟ କିଛି ଭାରତୀୟ କ୍ରିକେଟର କୁ ନିଜ ଟିମ ରେ ସ୍ଥାନ
ଦେଇଇଛନ୍ତି | ବିରାଟ କହିବା ଅନୁସାରେ ତାଙ୍କ ଟିମ ରେ     
Ms dhoni,ଜାଡେଜା  ଭଳି ଖେଳାଳି କୁ ସ୍ଥାନ ଦେଇ ଛନ୍ତି | 

 ବିରାଟ କହିଛନ୍ତି କବାଡି ରେ ସୃତି ର ଦରକାର ରହିଛି, ସେଥି ପାଇଁ ନିଜ ଟିମ ସେହି ଖେଳାଳି କୁ ରଖି ଛନ୍ତି,  ଯାଏଁମାନେ ଙ୍କ ଭିତରେ ଏସବୁ ଗୁଣ ରହିଛି |ତେବେ ବିରାଟ ନିଜ କୁ କବାଡି ଟିମ ରେ ରଖି ନାହାନ୍ତି.  ସେ ଟିମ ରେ ବୁମରା, ଉମେଶ ଯାଦବ, ରାହୁଲ.

    

Post a Comment

0 Comments