ଲଭ ଷ୍ଟୋରୀ episode 1

ଗୁଟେ ପିଲା ଟେ ଥିଲା ଆଉ ତାର ଗୁଟେ ଟୁକେଲ ସାଙ୍ଗ ଥିଲା. ପିଲା 18 ଜାନୁୟାରୀ ଆଉ ଟୁକେଲ 11 october ନ ଜନମ ହେଇ ଥିଲା.  ସେମାନେ ତୁହି ଜଣ ବହୁତ ଲଭ କରା କୁରି ହାଇ ଥିଲେ.
ଦିନେ ଭିତରେ ହନି ବଳି କରି ପିଲା ଟେ ଆସଲା ଆଉ ବିଗଡା ମି କହୁ ଥିଲା ଲେକିନ ପିଲା ତ ସେମାନ ଙ୍କ ଲଭ କେ ନି ବିଗଡି ପାର୍ଲଲା. ସେ ପିଲା ଟୁକେଲ କେ ବହୁତ ମଜା ନା ଏଆଡୁ ସେଆଡେ଼ କହି ଦିଏ ଲେକିନ ଟୁକେଲ ପୀଟମୀ ବଲେ  ମଜା ନା ଲେକିନ ପିଲା ବି କହେ ପିଟିବୁ ଆରେ. ଥରେ ପିଲା କଥା ଟେ ଲଞ୍ଚ କଲା ତାର ନା ରୋଟୀ କି ବେଲାଇ. 
ସବୁ ବେଳେ ପିଲା ଟୁକେଲ ଟେ ମଜା ରୋଟୀ ବେଳବୁ ଆ କହସି
ତାର ପରେ ଟୁକେଲ କହସି ମୁଇ ନି ବେଳେ. ହେନ୍ତା ମଜା ମଜା ଲଭ ହେତକୀ ବଢ଼ି ଯାଏସି ଯେ ସେମାନେ 2027 ର 11+18 29 october + january = 29/november /27  ନା ଭିହା ହାଇ ଯେସନ କାହାଣୀ ଖତମ. କେନ୍ତା ଲାଗଲା ସମ୍ବଲପୁରୀ କାହାଣୀ ଟିକେ କମେଣ୍ଟ  ନାଁ କହୁନ ଆରେ ଥର ଭଲ କାହାଣୀ ଟେ କହମି.
#Loxicotoday
Jai sambalpuri

Post a Comment

2 Comments